ଗୁଜରାତି Gujarāti

  • ଦେ. ବି — ସୁଗନ୍ଧ ମସଲାବିଶେଷ — Small cardamum with white rind. Elettaria cardamomum
  • ଦେ. ବି — [ଦ୍ର—ଏହା ଭାରତର ଦକ୍ଷିଣପଶ୍ଚିମ ଅଞ୍ଚଳରେ ଜନ୍ମେ। ଏହା ହଳଦୀ ଜାତୀୟ ଗୁଳ୍ମର କୋଷମୟ ଫଳ। ଏହାର ଉପରି— ଭାଗରେ ଧଳା ଚୋପା ଓ ଭିତରେ କଳା ଦାନା ଥାଏ]
  • ଗ୍ରା. ବି. ଓ ବିଣ — ଗୁଜରାଟୀ (ଦେଖ) — Gujarāṭī (See)