ଗୁଜରାଟୀ Gujarāṭī

  • ଦେ. ବି (ସଂ. ଗୁର୍ଜ୍ଜର+ରାଷ୍ଟ୍ର) — ଗୁଜରାଟ୍ ଦେଶୀୟ ବ୍ଯକ୍ତି — A person belonging to Gujarat
  • ଦେ. ବି (ସଂ. ଗୁର୍ଜ୍ଜର+ରାଷ୍ଟ୍ର) — ଗୁଜରାଟ୍ ଦେଶୀୟ ଭାଷା — Gujarati language
  • ବିଣ. — ଗୁଜରାଟସମ୍ବନ୍ଧୀୟ — Relating to Gujarat
  • ପ୍ରାଦେ. (ଗଡ଼ଜାତ)—ବି — ଗୁଜରାଟ୍ ପ୍ରସ୍ତୁତ ଅତି ଉତ୍କୃଷ୍ଟ ତରବାରୀ — A very good sort of sword made in Gujarat