ଗୁଚ୍ଛପତ୍ର Guchchhapatra

  • ସଂ. ବି. (ବହୁବ୍ରୀହି; ଗୁଚ୍ଛ+ ପତ୍ର) — ତାଳଗଛ — Palm tree
  • ସଂ. ବିଣ — ଯେଉଁ ଗଛର ପତ୍ର ଗୁଚ୍ଛାକୃତି — (trees) The leaves of which are like clusters