ଗୁଗୁଚିଆ Guguchiā
- ଦେ. ବି. (ସଂ. କୁକାଶ) — ଧାନ୍ୟାଦିବର୍ଗର ତୃଣବିଶେଷ — Spear grass; a kind of grass having awns on its grains which enter into ones cloth while walking and stick there; Loue thorn Andropogen aciculatus
- ଦେ. ବି. (ସଂ. କୁକାଶ) — [ଦ୍ର—ଏହା ପଡ଼ିଆରେ ଜନ୍ମେ। ଏହାର ଶୃଙ୍ଗଯୁକ୍ତ ଶସ୍ୟ ବା ଫୁଲ ପଡ଼ିଆରେ ଯିବା ଲୋକର ଲୁଗାରେ ଲାଗିଯାଏ।]