ଗୁଇଁଗାଇଁ Guiñgāiñ
- ଦେ. ଅ (ଧ୍ୱନ୍ୟାତ୍ମକ) — ଅରଟରେ ସୂତା କଟା ହେଲା— ବେଳେ ଅରଟ ବୁଲିବାର ଶବ୍ଦ — Sound of the revolving spinning wheel
- ଦେ. ଅ (ଧ୍ୱନ୍ୟାତ୍ମକ) — ଅରଟ ଗୁଇଁଗାଇଁ ଲୋ ବୁଢ଼ି! ତୋ ସୂତାନଟୀ କାହିଁ? — ଅରଟଗୀତ।
- ଦେ. ଅ (ଧ୍ୱନ୍ୟାତ୍ମକ) — ଖେଳରେ ଗୋଳାଇବା — Use of unfair means in a game
- ଦେ. ଅ (ଧ୍ୱନ୍ୟାତ୍ମକ) — ଗୁଁ ଗାଁ (ଦେଖ) — Guñgāñ (See)