ଗୁଆଲିଅର୍ Guāliar

  • ଦେ. ବି. (ନାମ) — ପ୍ରସିଦ୍ଧ ଦେଶୀୟ ରାଜ୍ୟ ଓ ତାହାର ରାଜଧାନୀ — The Marhatta State and fort of Gwalior
  • ଦେ. ବି. (ନାମ) — [ଦ୍ର—ମରହଟ୍ଟା ରାଜତ୍ୱର ପତନବେଳେ ମନ୍ତ୍ରୀ ପେଶବା ବାଲାଜୀ ଫଳତଃ ରାଜା ହୋଇଥିଲେ। ବାଲାଜୀଙ୍କ ପୁଅ ବାଜିରାଓଙ୍କର ଜଣେ ସେନାପତି ରାଣାଜୀ ସିନ୍ଧିଆ ଗୁଆଲିଅରରେ ରାଜତ୍ୱ କଲେ। 1780 ସାଲରେ ଇଂରେଜମାନେ ଗୁଆଲିଅର୍ ଦୁର୍ଗ ଅଧିକାର କଲେ। ତା ପରେ ସିନ୍ଧିଆ ଉକ୍ତ ଦୁର୍ଗକୁ ଅଧିକାର କଲେ। 2 ୟ ମରହଟ୍ଟା ଯୁଦ୍ଧରେ ଇଂରେଜମାନେ ସିନ୍ଧିଆଙ୍କୁ ପରାସ୍ତ କଲେ। 1817 ସାଲରେ 3 ୟ ମରହଟ୍ଟା ଯୁଦ୍ଧରେ ସିନ୍ଧିଆ ଇଂରେଜମାନଙ୍କ ସଙ୍ଗେ ସନ୍ଧି କରି ପିଣ୍ଡାରିମାନଙ୍କ ବିପକ୍ଷରେ ଇଂରେଜଙ୍କୁ ସାହାଯ୍ୟ କଲେ। ତତ୍ପରେ 1857 ସାଲ ସିପାହିବିଦ୍ରୋହ ସମୟରେ ଇଂରେଜମାନେ ଗୁଆଲିଅର୍ ଦୁର୍ଗ ଅଧିକାର କଲେ; ମାତ୍ର 1885 ସାଲରେ ଏହାକୁ ପୁଣି ସିନ୍ଧିଆଙ୍କୁ ପ୍ରତ୍ୟର୍ପଣ କଲେ; ବର୍ତ୍ତମାନ ଗୁଆଲିଅର୍ ମଧ୍ୟଭାରତର ଗୋଟିଏ ବଡ଼ ମିତ୍ର ରାଜ୍ୟ; ଏ ରାଜ୍ୟର ବର୍ଗଫଳ 26430 ବର୍ଗ ମାଇଲ ଓ ଲୋକସଂଖ୍ୟା ପ୍ରାୟ 32 ଲକ୍ଷ। ଏ ରାଜ୍ୟ ଦୁଇଟି ବିଭାଗରେ ବିଭକ୍ତ, ଗୁଆଲିଅର୍ ଓ ମାଲୱା। ଏ ରାଜ୍ୟ 11 ଟି ଜିଲ୍ଲା ଓ 37 ତହସିଲରେ ବିଭକ୍ତ। ଏ ରାଜାଙ୍କ ଉପାଧି ମହାରାଜ ରାଓ ସିନ୍ଧିଆ ଅଟେ। ଏ ମହାରାଜା ଭାରତ ସରକାରଙ୍କ ସଙ୍ଗେ ସନ୍ଧିସୂତ୍ରରେ ଆବଦ୍ଧ।] — [ଦ୍ର—ମରହଟ୍ଟା ରାଜତ୍ୱର ପତନବେଳେ ମନ୍ତ୍ରୀ ପେଶବା ବାଲାଜୀ ଫଳତଃ ରାଜା ହୋଇଥିଲେ ବାଲାଜୀଙ୍କ ପୁଅ ବାଜିରାଓଙ୍କର ଜଣେ ସେନାପତି ରାଣାଜୀ ସିନ୍ଧିଆ ଗୁଆଲିଅରରେ ରାଜତ୍ୱ କଲେ1780ସାଲରେ ଇଂରେଜମାନେ ଗୁଆଲିଅର୍ ଦୁର୍ଗ ଅଧିକାର କଲେ ତା ପରେ ସିନ୍ଧିଆ ଉକ୍ତ ଦୁର୍ଗକୁ ଅଧିକାର କଲେ2ୟ ମରହଟ୍ଟା ଯୁଦ୍ଧରେ ଇଂରେଜମାନେ ସିନ୍ଧିଆଙ୍କୁ ପରାସ୍ତ କଲେ1817ସାଲରେ3ୟ ମରହଟ୍ଟା ଯୁଦ୍ଧରେ ସିନ୍ଧିଆ ଇଂରେଜମାନଙ୍କ ସଙ୍ଗେ ସନ୍ଧି କରି ପିଣ୍ଡାରିମାନଙ୍କ ବିପକ୍ଷରେ ଇଂରେଜଙ୍କୁ ସାହାଯ୍ୟ କଲେ ତତ୍ପରେ1857ସାଲ ସିପାହିବିଦ୍ରୋହ ସମୟରେ ଇଂରେଜମାନେ ଗୁଆଲିଅର୍ ଦୁର୍ଗ ଅଧିକାର କଲେ; ମାତ୍ର1885ସାଲରେ ଏହାକୁ ପୁଣି ସିନ୍ଧିଆଙ୍କୁ ପ୍ରତ୍ୟର୍ପଣ କଲେ; ବର୍ତ୍ତମାନ ଗୁଆଲିଅର୍ ମଧ୍ୟଭାରତର ଗୋଟିଏ ବଡ଼ ମିତ୍ର ରାଜ୍ୟ; ଏ ରାଜ୍ୟର ବର୍ଗଫଳ26430ବର୍ଗ ମାଇଲ ଓ ଲୋକସଂଖ୍ୟା ପ୍ରାୟ32ଲକ୍ଷ ଏ ରାଜ୍ୟ ଦୁଇଟି ବିଭାଗରେ ବିଭକ୍ତ, ଗୁଆଲିଅର୍ ଓ ମାଲୱା ଏ ରାଜ୍ୟ11ଟି ଜିଲ୍ଲା ଓ37ତହସିଲରେ ବିଭକ୍ତ ଏ ରାଜାଙ୍କ ଉପାଧି ମହାରାଜ ରାଓ ସିନ୍ଧିଆ ଅଟେ ଏ ମହାରାଜା ଭାରତ ସରକାରଙ୍କ ସଙ୍ଗେ ସନ୍ଧିସୂତ୍ରରେ ଆବଦ୍ଧ]