ଗୁଆପାନ Guāpāna

  • ଦେ. ବି. (ସଂ. ଗୁବାକ ଓ ପର୍ଣ୍ଣ) — ଚୋବାଇବା ନିମନ୍ତେ ବ୍ଯବହୃତ ଗୁଆ ଓ ପାନ — Betel-nut and betel used for chewing
  • ପ୍ରାଦେ. (ଗଞ୍ଜାମ) ବି — ଚେମେଡ଼ିଲଇ (ଦେଖ) — Chemeṟḍ̠ilai (See)