ଗୁଆଁର Guāñra
- ଦେ. ବିଣ. (ସଂ. ଗ୍ରାମ୍ୟ) — ନିର୍ବୋଧ; ମୂର୍ଖ; ଗମାର — Foolish; stupid
- ଦେ. ବିଣ. (ସଂ. ଗ୍ରାମ୍ୟ) — ନୂଆ ରସିକାରେ ଗୁଆଁର ମୋ ସମ କାହିଁ। କବିସୂର୍ଯ୍ୟ—ସଙ୍ଗୀତ।
- ଦେ. ବିଣ. (ସଂ. ଗ୍ରାମ୍ୟ) — ଏକବାଗିଆ — Importunate; wilful
- ଦେ. ବିଣ. (ସଂ. ଗ୍ରାମ୍ୟ) — ଜ୍ଞାନହୀନ; ହୁଣ୍ଡା — Rash