ଗୁଆଦେବା Guādebā

  • ଦେ. କ୍ରି — ଗୁବାକ ଅର୍ପଣପୂର୍ବକ ବନ୍ଧୁବାନ୍ଧବଙ୍କୁ ବିବାହାଦି ଅନୁଷ୍ଠାନକୁ ନିମନ୍ତ୍ରଣ କରିବା — To invite relatives by sending betel-nuts to attend family festivities
  • ଦେ. କ୍ରି — ବାହା ପୁଆଣି ହେଲେ ପରମାଣିକ ଜାତିରେ ଗୁଆ ଦିଏ। ଫକୀରମୋହନ—ଛମାଣଆଠଗୁଣ୍ଠ।