ଗୁଆଖୋଳପା Guākhoḻapā

  • ଦେ. ବି. — ଗୁଆ ଫଳର ଉପରିସ୍ଥ ଆବରଣ ବା ଚୋପା — Rind of a betel-nut
  • ଦେ. ବି. — ଗୁଆ ବାହୁଙ୍ଗା ମୂଳରେ ଥିବା ଚୋପା — The rind at the foot of the branch of a betel-nut tree