ଗୁଆକୋଳି Guākoḻi

  • ଦେ. ବି. — ଏକପ୍ରକାର ବୃକ୍ଷ ଓ ତହିଁର କୋଳି — A kind of tree and its fruit; Maba Buseifolia (Haines)
  • ଦେ. ବି. — [ଦ୍ର—ଏହାର ଫଳ ସାନ ଓ ଲମ୍ବଡ଼ା; ଫଳର ରସ ଦୁଧ ପରି ଧଳା ଓ ମିଠା; ବାଳକବାଳିକାମାନେ ଏହାକୁ ଅତି ଆଦରରେ ଖାଆନ୍ତି।]