ଗୁଆକଉଡ଼ି Guākauṟḍ̠i

  • ଦେ. ବି. (ସଂ. ଗୁବାକ+କପର୍ଦ୍ଦକ) — ଭଣ୍ଡାରି ଗଉଡ଼ଆଦି ହାଟୁଆ ଜାତିଙ୍କ ମଧ୍ୟରେ ବିବାହ ସମୟରେ ବର ଓ କନ୍ଯା ପକ୍ଷର ଜାତି ବେହେରାକୁ ନିମନ୍ତ୍ରଣ ସ୍ୱରୁପ ଭେଟିବା 4 ଗାଇ ବା 40 ଗୋଟା ଗୁଆ ଓ କଉଡ଼ି ବା କଉଡ଼ି ପରିବର୍ତ୍ତରେ ଦେବା ଦୁଇ ଅଣା ପଇସା — ଭଣ୍ଡାରି ଗଉଡ଼ଆଦି ହାଟୁଆ ଜାତିଙ୍କ ମଧ୍ୟରେ ବିବାହ ସମୟରେ ବର ଓ କନ୍ଯା ପକ୍ଷର ଜାତି ବେହେରାକୁ ନିମନ୍ତ୍ରଣ ସ୍ୱରୁପ ଭେଟିବା4ଗାଇ ବା40ଗୋଟା ଗୁଆ ଓ କଉଡ଼ି ବା କଉଡ଼ି ପରିବର୍ତ୍ତରେ ଦେବା ଦୁଇ ଅଣା ପଇସା—Betel-nuts and cowrie-shells presented to the headman of the caste on the occasion of marriage amongst the Hāṭuā (cowherd; barber) castes in Orissa