ଗୁଁପୁଁୟାଁ Guñpuñyāñ

  • ଦେ. ବିଣ — ଅସ୍ପଷ୍ଟଭାବରେ କୌଣସି କାର୍ଯ୍ୟ କରିବାକୁ ଅନିଚ୍ଛାପ୍ରକାଶକାରୀ (ବ୍ଯକ୍ତି) — Grumbling (person)
  • ଦେ. ବିଣ — ଯେ ଖେଳରେ ଗୋଳାଏ — Using unfair means in a game
  • ଦେ. ବିଣ — ସନ୍ଦିଗ୍ଧମନା — Suspicious by nature