ଗୁଁପୁଁ ହେବା Guñpuñ hebā
- ଦେ. କ୍ରି — କୌଣସି କାର୍ଯ୍ୟ କରିବାକୁ ଅନିଚ୍ଛା ପ୍ରକାଶ କରିବା — To grumble or express unwillingness to do a thing
- ଦେ. କ୍ରି — ଖେଳରେ ଗୋଳାଇବା — To use unfair means in a game
- ଦେ. କ୍ରି — କୌଣସି ବିଷୟରେ ସ୍ଥିର ସିଦ୍ଧାନ୍ତରେ ଉପସ୍ଥିତ ନ ହୋଇ ଇତସ୍ତତଃ କରୁଥିବା — Hesitating
- ଦେ. କ୍ରି — ସନ୍ଦେହ କରିବା — To suspect