ଗୀସ୍ପତି Gīshpati

  • ସଂ. ବି ( 6 ଷ୍ଠୀ ତତ୍; ଗୀଃ=ବାକ୍ୟ+ପତି) — ଦେବଗୁରୁ ବୃହସ୍ପତି — Bṛuhaspati
  • ସଂ. ବି ( 6 ଷ୍ଠୀ ତତ୍; ଗୀଃ=ବାକ୍ୟ+ପତି) — ପ୍ରଧାନ ପଣ୍ଡିତ — A learned man; Pandit