ଗୀର୍ବାଣ Gīrbāṇa

  • ସଂ. ବି (ବହୁବ୍ରୀହି; ଗିର୍=ବାକ୍ୟ+ବାଣ) — ବାକ୍ୟ ଯେଉଁ ମାନଙ୍କର କାର୍ଯ୍ୟସାଧନରୂପ ଅସ୍ତ୍ର; ଦେବତା — The Gods; Deity