ଗୀର୍ଣ୍ଣି Gīrṇṇi

  • ସଂ. ବି (ଗୃ ଧାତୁ+ଭାବ. ତି) — ପ୍ରଶଂସା; ସ୍ତୁତି — Praise; eulogy
  • ସଂ. ବି (ଗୃ ଧାତୁ+ଭାବ. ତି) — ଭକ୍ଷଣ — Eating
  • ସଂ. ବି (ଗୃ ଧାତୁ+ଭାବ. ତି) — ଗିଳିବା — A gulp; devouring