ଗୀତିକା Gītikā

  • ସଂ. ବି. ସ୍ତ୍ରୀ (ଗୀତି+କ+ସ୍ତ୍ରୀ. ଆ) — ଗାନ କରାଯିବା ଅଭିପ୍ରାୟରେ ରଚିତ ପଦ୍ଯ — A poem to be sung
  • ସଂ. ବି. ସ୍ତ୍ରୀ (ଗୀତି+କ+ସ୍ତ୍ରୀ. ଆ) — କ୍ଷୁଦ୍ର ଗୀତ — A short song
  • ସଂ. ବି. ସ୍ତ୍ରୀ (ଗୀତି+କ+ସ୍ତ୍ରୀ. ଆ) — ଗାନ କରିବା — Singing