ଗୀତାର୍ଥୀ Gītārthī

  • ଦେ. ବିଣ — ଯେଉଁ ବ୍ଯକ୍ତି ଦୁର୍ବୋଧ୍ୟ ସଙ୍ଗୀତ ଓ ଛାନ୍ଦମାନଙ୍କର ବିଶେଷତଃ ଉପେନ୍ଦ୍ରଭଞ୍ଜୀୟ ରଚନାବଳୀର ଅର୍ଥ ବିଶଦ— ଭାବରେ ବ୍ୟାଖ୍ୟା କରିବାରେ ପଟୁ — An expert in explaining difficult passages of Oriya classical songs