ଗୀତାଭିଧାନ Gītābhidhāna

  • ଦେ. ବି. (ଗୀତ+ଅଭିଧାନ) — ଉପେନ୍ଦ୍ର ଭଞ୍ଜଙ୍କ କୃତ ପଦ୍ଯ ଅଭିଧାନ (ଯହିଁରୁ ଭଞ୍ଜୀୟ କବିତାଦିରେ ବ୍ଯବହୁତ ବିଶିଷ୍ଟ ଶବ୍ଦମାନଙ୍କର ଅର୍ଥ ଜଣାଯାଏ) — A Dictionary of peculiar words used in Oriya poems compiled by Upendra Bhanja