ଗୀତବନ୍ଧ Gītabandha

  • ସଂ. ବି ( 6 ଷ୍ଠୀ ତତ୍; ଗୀତ+ବନ୍ଧ) — କବିତା ବା ପଦ୍ୟର ଆକାର — Shape of a poem
  • ସଂ. ବି ( 6 ଷ୍ଠୀ ତତ୍; ଗୀତ+ବନ୍ଧ) — ତାହା ମୁଁ ଗୀତବନ୍ଧେ କରୁଛି ପ୍ରକାଶ—କୃଷ୍ଣସିଂହ, ମହାଭାରତ, ଆଦିପର୍ବ।