ଗୀତଗୋବିନ୍ଦ Gītagobinda

  • ସଂ. ବି — କବି ଜୟଦେବକୃତ ସୁଲଳିତ ଛନ୍ଦରେ ରଚିତ ରାଧାକୃଷ୍ଣ ଲୀଳାବିଷୟକ ସଂସ୍କୃତ ଗୀତିକାବ୍ୟ — A series of songs in various Sanskrit metres composed by poet Jayadeba
  • ସଂ. ବି — [ଦ୍ର—ଏଥିରେ ସଂସ୍କୃତ ଶ୍ଳୋକ ଓ ସଂସ୍କୃତ ସଂଗୀତ ଅଛି।]