ଗୀତ ଧରିବା Gīta dharibā

  • ପ୍ରାଦେ. (ସିଂହଭୂମ) କ୍ରି — ଏକାଧିକ ଲୋକ ସମସ୍ୱରରେ ଗାତ ଗାଇବାକୁ ଆରମ୍ଭ କରିବା — (many people) To sing simultaneously and in harmony