ଗିଡ଼ିଗିଡ଼ି Giṟḍ̠igiṟḍ̠i
- ଦେ. ଅ. (ଧ୍ୱନ୍ୟନୁକରଣ) — ଘିଡ଼ିଘିଡ଼ି; ଶଗଡ଼ର ଚକ ଟାଣ ଭୂମିରେ ଗଡ଼ିବାର ଶବ୍ଦ — Sound of the wheels of a cart rolling on hard ground; rattling sound
- ଦେ. ଅ. (ଧ୍ୱନ୍ୟନୁକରଣ) — ମର୍ଦ୍ଦଳାଦି ବାଦ୍ୟର ଶବ୍ଦ — Sound of drum-beating
- ଦେ. ଅ. (ଧ୍ୱନ୍ୟନୁକରଣ) — [ଦ୍ର—ଗଡ଼ଗଡ଼ ଅପେକ୍ଷା ଗିଡ଼ିଗିଡ଼ି ନିମ୍ନଧ୍ୱନି।]