ଗିହାଳି ଭାଇ Gihāḻi bhāi
- ଗ୍ରା. ବି. ପୁଂ. (ଗାଳି ଓ ଅଧମୋକ୍ତି; ନାତିଆଦିଙ୍କ ପ୍ରତି ଅଜାର ସ୍ନେହ ସଂବୋଧନ) — ଯାହାର ଭଗିନୀ ନଷ୍ଟା; ନଷ୍ଟା ସ୍ତ୍ରୀର ଭାଇ — Brother of an adulteress
- ଗ୍ରା. ବି. ପୁଂ. (ଗାଳି ଓ ଅଧମୋକ୍ତି; ନାତିଆଦିଙ୍କ ପ୍ରତି ଅଜାର ସ୍ନେହ ସଂବୋଧନ) — ଗିହାଳିଆ ବ୍ଯକ୍ତି — Lustful person