ଗିହାଗେହି Gihāgehi
- ଗ୍ରା. ବି — ସଙ୍ଗମ ବା ମୈଥୁନାଦି କର୍ମ — Copulation
- ଗ୍ରା. ବି — ବହୁବାର ସଙ୍ଗମ — Repeated copulation
- ଗ୍ରା. ବି — ଉଭୟଙ୍କର ପୂର୍ଣ୍ଣ ଇଚ୍ଛା ସହିତ ସ୍ତ୍ରୀ ପୁରୁଷଙ୍କର ମୈଥୁନ — Cohibitation between a male and female with the simultaneous free will of both