ଗିଳେଇ ଗିଳେଇ ମାରିବା

  • ଦେ. କ୍ରି — ଅତିରିକ୍ତ ଭୋଜନ କରାଇ କୌଣସି ବ୍ଯକ୍ତିକୁ ବା ଜୀବକୁ ରୋଗଗ୍ରସ୍ତ କରାଇ ମାରି ପକାଇବା।