ଗିଳାଗିଳି Giḻāgiḻi
- ଦେ. ବି — ପରସ୍ପରକୁ ଗିଳିବା — Mutual devouring
- ଦେ. ବି — ବହୁବାର ଭୋଜନ କରିବା — Devouring or eating many times
- ଦେ. ବି — ଅତି ଶୀଘ୍ର ଗଳାଧଃକରଣ କରିବା — Eating voraciously; gulping down
- ଦେ. ବିଣ — ପରସ୍ପର ଗଳାଧଃକୃତ ହେବା — Devouring mutually
- ଦେ. ବିଣ — ଦୁହେ ବାଘ ପରାଏ ଧନୁପାଟି ମେଲି ଯୁଦ୍ଧକୁ ଗମିଲେ ହେବାକୁ ଗିଳାଗିଳି—କୃଷ୍ଣସିଂହ, ମହାଭାରତ।