ଗିଲକୁଞ୍ଚା Gila kuñchā
- ଦେ. ବି. — କତକଲ ଫଳ ସାହାଯ୍ଯରେ ଲୁଗା ଓ ଲୁଗା ଧଡ଼ିକୁ ସରୁ ସରୁ କୁଞ୍ଚ କରିବା — Plaiting of a cloth into artistic curls with the help of a Gila-seed
- ଦେ. ବିଣ. — କତକଲ ଫଳ ସାହାଯ୍ଯରେ ଧଡ଼ି ଓ ଦେହ ସରୁ ସରୁ କୁଞ୍ଚ କରାଯାଇଥିବା (ଲୁଗା) — (cloth) Plaited artistically with the help of a Gila