ଗିର୍ମିଟ୍ Girmit

  • ଗ୍ରା. ବି (ଇଂ. ଏଗ୍ରିମେଣ୍ଟ୍) — ଏକରାର୍ନାମା; ଚୁକ୍ତିପତ୍ର; ଯେଉଁ ଦଲୀଲରେ ଦୁଇ ପକ୍ଷଙ୍କ ମଧ୍ୟରେ ତର୍କ ବିତର୍କ ପରେ ସ୍ୱୀକୃତ ସରେତ୍ମାନ ଲେଖାଯାଏ — A deed of agreement
  • ପ୍ରାଦେ. (ସମ୍ବଲପୁର) ବି (ସଂ. ଗୃହମିତ୍ର; ଏହା ଗୃହସ୍ଥର ମିତ୍ର ଥିବାରୁ) — ଲୁହା ଭଅଁର — Auger