ଗିରିସଙ୍କଟ Girisaṅkaṭa

  • ସଂ. ବି. ( 6 ଷ୍ଠୀ ତତ୍; ଗିରି+ସଙ୍କଟ) — ଦୁଇ ପର୍ବତ ବା ପର୍ବତଶ୍ରେଣୀ ମଧ୍ୟସ୍ଥ ସଂକୀର୍ଣ୍ଣ ପଥ; ଘାଟୀ — Mountain-pass