ଗିରିଷମ Girishama

  • ଗ୍ରା. (ପଦ୍ଯ) ବି. (ସଂ. ଗ୍ରୀଷ୍ମ) — ନିଦାଘକାଳ; ଗ୍ରୀଷ୍ମକାଳ — Summer
  • ଗ୍ରା. (ପଦ୍ଯ) ବି. (ସଂ. ଗ୍ରୀଷ୍ମ) — ବୀରତରୁ ସମ ସାମାନ୍ୟ ବାନର ଗିରିଷମ ଗିରିସମ— ଭଞ୍ଜ, ବୈଦେହୀଶବିଳାସ।
  • ଗ୍ରା. (ପଦ୍ଯ) ବି. (ସଂ. ଗ୍ରୀଷ୍ମ) — ଅତିଶୟ ଗରମ — Intense heat