ଗିରିଜା Gifijā
- ସଂ. ବି. ସ୍ତ୍ରୀ (ଗିରି+ଜନ୍ ଧାତୁ+କର୍ତ୍ତୃ. ଅ+ସ୍ତ୍ରୀ. ଆ) — ହିମାଳୟକନ୍ଯା; ପାର୍ବତୀ; ଦୁର୍ଗା — Pārbatī; Durgā
- ସଂ. ବି. ସ୍ତ୍ରୀ (ଗିରି+ଜନ୍ ଧାତୁ+କର୍ତ୍ତୃ. ଅ+ସ୍ତ୍ରୀ. ଆ) — ଗଙ୍ଗାନଦୀ — The Ganges
- ସଂ. ବି. ସ୍ତ୍ରୀ (ଗିରି+ଜନ୍ ଧାତୁ+କର୍ତ୍ତୃ. ଅ+ସ୍ତ୍ରୀ. ଆ) — ଗିରିମଞ୍ଚିକା — Mountain-jasmine
- ସଂ. ବି. ସ୍ତ୍ରୀ (ଗିରି+ଜନ୍ ଧାତୁ+କର୍ତ୍ତୃ. ଅ+ସ୍ତ୍ରୀ. ଆ) — ଗିରିକଦଳୀ — Plantain growing on hills; wild banana
- ସଂ. ବି. ସ୍ତ୍ରୀ (ଗିରି+ଜନ୍ ଧାତୁ+କର୍ତ୍ତୃ. ଅ+ସ୍ତ୍ରୀ. ଆ) — ହରିଡ଼ା — Myrabolan
- ସଂ. ବି. ସ୍ତ୍ରୀ (ଗିରି+ଜନ୍ ଧାତୁ+କର୍ତ୍ତୃ. ଅ+ସ୍ତ୍ରୀ. ଆ) — ପର୍ବତସ୍ଥ କ୍ଷୁଦ୍ର ପାଷାଣବିଶେଷ — A species of stone found in hills
- ସଂ. ବି. ସ୍ତ୍ରୀ (ଗିରି+ଜନ୍ ଧାତୁ+କର୍ତ୍ତୃ. ଅ+ସ୍ତ୍ରୀ. ଆ) — ( 1 ଓ 6 ) ବିଷକଣ୍ଠ ସୁଖେ ବିଳସେ କୁଳିଶେ ଗିରିଜା ସଂଘାତୀ ହୋଇଲା। ଭଞ୍ଜ, ବୈଦେହୀଶବିଳାସ। — (1ଓ6) ବିଷକଣ୍ଠ ସୁଖେ ବିଳସେ କୁଳିଶେ ଗିରିଜା ସଂଘାତୀ ହୋଇଲା ଭଞ୍ଜ, ବୈଦେହୀଶବିଳାସ
- ବୈଦେ. ବି—(ପର୍ଟୁଗିଜ୍. ଇଗ୍ରିଜିୟା) — ଖୀଷ୍ଟାନମାନଙ୍କ ଭଜନମନ୍ଦିର — Church
- ଦେ. ବି — ଗିରିଜାକୁମାର ଆଦିଙ୍କ ଡାକ ନାମ — A name for calling Girijākumāra etc
- ଦେ. ବି — ସ୍ତ୍ରୀମାନଙ୍କୁ ଦିଆଯିବା ନାମ — 3. A name given to females