ଗିରିଚର Girichara
- ସଂ. ବି (ଗିରି+ଚର୍ ଧାତୁ+କର୍ତ୍ତୃ. ଅ; ଉପପଦ ସମାସ) — ଯେ ପର୍ବତରେ ବିଚରଣ କରେ — One who frequents the mountains
- ସଂ. ବି (ଗିରି+ଚର୍ ଧାତୁ+କର୍ତ୍ତୃ. ଅ; ଉପପଦ ସମାସ) — ଚୋର — A thief
- ସଂ. ବି (ଗିରି+ଚର୍ ଧାତୁ+କର୍ତ୍ତୃ. ଅ; ଉପପଦ ସମାସ) — ରୁଦ୍ରବିଶେଷ — Name of a Rudra Deity
- ସଂ. ବିଣ. ପୁଂ — ପର୍ବତରେ ବିଚରଣକାରୀ — Frequenting the mountains