ଗିରିଙ୍ଗା Giriṅgā

  • ଦେ. ବି — ବନ୍ଧୁକାଦି ବର୍ଗର ବନ୍ୟତରୁବିଶେଷ — A kind of wild timber-tree; Bastard cerdar; Guazuma Tomentosa; Pterospermum Heyneanum
  • ଦେ. ବି — [ଦ୍ର—ଏଥିର କାଠ ଖୁବ ଶକ୍ତ ଥିବାରୁ ଏଥିରେ ଶଗଡ଼ ଓ ହଳର ଅଙ୍ଗମାନ ଓ ଘରର ଉପକରଣମାନ ତିଆରି କରାଯାଏ।]