ଗିରିକୁମାରୀ Girikumārī
- ସଂ. ବି. ସ୍ତ୍ରୀ (ଗିରି+କୁମାରୀ; 6 ଷ୍ଠୀ ତତ୍) — ଉମା; ପାର୍ବତୀ — Pārbatī
- ସଂ. ବି. ସ୍ତ୍ରୀ (ଗିରି+କୁମାରୀ; 6 ଷ୍ଠୀ ତତ୍) — ପର୍ବତରୁ ନିର୍ଗତ ହୋଇଥିବା ନଦୀ — A river flowing from a mountain
- ସଂ. ବି. ସ୍ତ୍ରୀ (ଗିରି+କୁମାରୀ; 6 ଷ୍ଠୀ ତତ୍) — କେତେ ଗିରିକୁମାରୀ ତଟିନୀ ସୁକୁମାରୀ ମିଳିଲେ ଆସି ତୋ ସହିତ— ମଧୁସୂଦନ. ନଦୀପ୍ରତି।