ଗିନିମାଳ Ginimāḻa

  • ଦେ. ବି.—(ଇଂ. ଗିନୀ+ସଂ. ମାଳ) — ଗିନି ବା ସଭରେନ୍ ଗୁଡ଼ିଏ ଗୁନ୍ଥା ହୋଇ ପ୍ରସ୍ତୁତ ହୋଇଥିବା ବେକର ହାର — A necklace of sovereigns strung together