ଗିନିଗିନା ଛୁଆଁତି Giniginā chhuāñti

  • ଗ୍ରା. ବି. — ଘରର ବାହାରେ ଅସ୍ପୃଶ୍ୟ ଲୋକ ଓ ବସ୍ତୁକୁ ଛୁଆଁଇଁବାଦ୍ୱାରା ଜାତ ହେବା ଅସ୍ପୃଶ୍ୟତା — Personal untouchability due to a person touching an untouchable person or thing while going out of the home