ଗିନି ପିଗ୍ Gini pig

  • ବୈଦେ. ବି. (ଇଂ. ଗିନି+ପିଗ୍=ଘୁଷୁରୀ) — ଏକ ପ୍ରକାର ଲାଞ୍ଜହୀନ ବିଦେଶଗତ ଧଳା ମୂଷା — Guinea-pig
  • ବୈଦେ. ବି. (ଇଂ. ଗିନି+ପିଗ୍=ଘୁଷୁରୀ) — [ଦ୍ର—ଏମାନଙ୍କୁ ଲୋକେ ସଉକିରେ ପାଳନ୍ତି।]