ଗିନି ଗ୍ରାସ୍ Gini grās

  • ବୈଦେ. ବି.—(ଇଂ. ଗିନୀ+ଗ୍ରାସ୍) — ଏକ ପ୍ରକାର ସବୁଜ— ବିଦେଶୀ ମନୋହର ଘାସ — Guinea-grass
  • ବୈଦେ. ବି.—(ଇଂ. ଗିନୀ+ଗ୍ରାସ୍) — [ଦ୍ର—ଏ ଘାସକୁ ଲୋକେ ଆଣି ସଉକିରେ ବଗିଚାରେ ଲଗାନ୍ତି।]