ଗିଣିଗିଣା Giṇigiṇā
- ଦେ. ବିଣ. ପୁଂ — ଅନୁନାସିକ — Nasal
- ଦେ. ବିଣ. ପୁଂ — ଯେ କଥା କହିଲା ବେଳେ ଅନୁନାସିକ ଶବ୍ଦ ଉଚ୍ଚାରଣ କରେ — Uttering nasal sounds while speaking
- ଦେ. ବିଣ. ପୁଂ — ଯେ ସର୍ବଦା ଅସନ୍ତୁଷ୍ଟ — Always grumbling
- ଦେ. ବିଣ. ପୁଂ — ଅତ୍ୟନ୍ତ ସରୁ — Very slender
- ଦେ. ବିଣ. ପୁଂ — ଅସଂସ୍କୃତ — Unswept
- ଦେ. ବିଣ. ପୁଂ — ଗୁଣୁଗୁଣୁ ସ୍ୱରକାରୀ — Humming; buzzing