ଗାଡ଼ିବେଠି Gaṟḍ̠ibeṭhi

  • ଦେ. ବି. — ବିନା ଭଡ଼ାରେ କୌଣସି ବିଶିଷ୍ଟ କାର୍ଯ୍ୟ ଉପ— ଲକ୍ଷରେ (ରାଜା ବା ଜମିଦାର ଆଦିଙ୍କୁ) ଗାଡ଼ି ଯୋଗାଇଦେବା କାର୍ଯ୍ୟ — Commandering of carts by Rajas and Zamindars for free service