ଗାଡ଼ିଆଡ୍ଡା Gāṟḍ̠i āḍḍā

  • ଦେ. ବି. (ହି.) — ଯେଉଁ ନିର୍ଦ୍ଦଷ୍ଟ ସ୍ଥାନରେ ଭଡ଼ାଗାଡ଼ିମାନ ଭଡ଼ାପ୍ରତୀକ୍ଷାରେ ଅପେକ୍ଷା କରୁଥାଏ — Carriage-stand; cart-stand