ଗାଳଗଳ୍ପ Gāḻagḻpa

  • ଦେ. ବି — ମିଥ୍ୟା ଗଳ୍ପ; ଅଳୀକ ପ୍ରଳାପ — Idle talk
  • ଦେ. ବି — ଅଥଚ ଏହି କଥା ଗୁଡ଼ିକ ସତ୍ୟ ଘଟଣା ବୋଲ, ଗାଲୁଗଳ୍ପ ବୋଲ, ଏଥିର ପ୍ରଧାନ ନାୟକ ନାୟିକାମାନଙ୍କର କଥା ଛାଡ଼ିଲେ କର୍ମ ଅଚଳ। ଫକୀରମୋହନ, ଛମାଣଆଠଗୁଣ୍ଠ।