ଗାଲୁ କରିବା Gāli karibā

  • ଦେ. କ୍ରି — କୌଣସି ସତକଥାକୁ ମିଛ ବୋଲି ଦୃଢ଼— ଭାବରେ କହିବା; ଭୁରୁଡ଼ାଇବା — To assert a false thing as true
  • ଦେ. କ୍ରି — ପ୍ରଭୁ ବା ଗୁରୁଜନଙ୍କର କୌଣସି ଆଦେଶକୁ ଅମାନ୍ୟ କରି ଜବାବଦେବା ବା ଠେଁସିବା — To show insubordination to a superior's order
  • ଦେ. କ୍ରି — କଡ଼ପଟେ ଚାହିଁବା — To ogle; to look askance
  • ଦେ. କ୍ରି — ଭାଲୁ ଗାଲୁକରିଣ ଚାହେଁ ଏଣେତେଣେ—କୃଷ୍ଣସିଂହ, ମହାଭାରତ, ବନ।