ଗାଲି ପାରିବା Gāli pāribā
- ଦେ. କ୍ରି — ଲୁକ୍କାୟିତ ଭାବରେ କୌଣସି କଥା ଶୁଣିବା — To eavesdrop; to overhear a conversation by concealing one's presence
- ଦେ. କ୍ରି — ମୁହଁର ଗୋଟିଏ ପାଖକୁ ଲଗାଇପଡ଼ି ରହି ଶୋଇଥିବାର ଛଳନା କରିବା; ଚେଇଁ ଶୋଇବା — To lie down on bed pretending sleep; to feign sleep