ଗାଲଫୁଲୁକା Gālaphulukā

  • ଦେ. ବିଣ. ପୁଂ. — ଯେଉଁ ବ୍ଯକ୍ତିର ଗାଲ ସାଧାରଣ ଗାଲ ଅପେକ୍ଷା ଫୁଲାଣିଆ ଦେଖାଯାଏ; ଫୁଲୁକାଗାଲିଆ — A person with swollen cheeks