ଗାରଡ଼େଇବା Gāraṟḍ̠eibā

  • ଦେ. କ୍ରି — ଗାରଡ଼ ଚାହିଁଲା ପରି ମୁହିଁକୁ ପୋତି ଟେରେଇ କରି ଚାହିଁବା; ଆଡ଼େଇ କରି ଚାହିଁବା — To ogle (like a ram)