ଗାରଡ଼ମୁହାଁ Gāraṟḍ̠amuhāñ

  • ଦେ. ବି. ପୁଂ. (ପୁରୁଷଙ୍କ ପ୍ରତି ପ୍ରଯୁଜ୍ୟ ଗାଳିବିଶେଷ) — ଯାହା ମୁହ ମେଣ୍ଢାମୁହଁ ପରି ଗୋଜିଆ — (a term of abuse of applied to males) Having a pointed face (like that of a ram)