ଗାର୍ହସ୍ଥ୍ୟ ସ୍ୱାସ୍ଥ୍ୟବିଧି Gārhasthya swāsthyabidhi

  • ସଂ. ବି. (ଆଧୁନିକ ପ୍ରୟୋଗ) — ଯେଉଁ ନିୟମ ପାଳନ କଲେ ପରିବାରସ୍ଥ ବ୍ଯକ୍ତିମାନଙ୍କର ସ୍ୱାସ୍ଥ୍ୟ ରକ୍ଷା ହୁଏ — Domestic hygiene